Indian Railways super 'Anaconda' formation with three loaded trains

4 Просмотры
Издатель
ଓଡ଼ିଶାରେ ପ୍ରଥମ ଥର ପାଇଁ ଗଡ଼ିଲା ଦେଶର ସବୁଠୁ ଲମ୍ବା ମାଲ ଗାଡ଼ି ଟ୍ରେନ । ଯାହାର ନାଁ ରହିଛି ସୁପର ଆନାକୋଣ୍ଡା । ଏହି ମାଲଗାଡ଼ିର ଦୈର୍ଘ୍ୟ ଦୁଇ କିଲୋମିଟର ହୋଇଥିବାବେଳେ ଏଥିରେ ୧୭୭ ୱାଗନ ରହିଛି । ତେବେ ପ୍ରଥମ ଯାତ୍ରାରେ ସୁପର ଆନାକୋଣ୍ଡା ଝାରସୁଗୁଡାରୁ ରାଉରକେଲାକୁ ଗଡିଛି । ମାତ୍ର ୨ ଘଣ୍ଟା ୧୫ ମିନିଟ ରେକର୍ଡ ସମୟ ମଧ୍ୟରେ ଟ୍ରେନଟି ରାଉରକେଲାରେ ପହଁଚିଥିଲା ।
Indian Railways super 'Anaconda' formation with three loaded trains
Категория
Фантастика онлайн
Комментариев нет.
Яндекс.Метрика